2.9 KiB
ସାଙ୍ଗରେ ଘେନି
“ପ୍ରବର୍ତ୍ତାଇଲେ”
କେତେକ ଦୁଷ୍ଟ ଲୋକମାନଙ୍କୁ
“କେତେକ ମନ୍ଦ ଲୋକମାନଙ୍କୁ”| ଏହି ଶବ୍ଦ “ଲୋକମାନଙ୍କୁ” ଏଠାରେ ବିଶେଷ କରି ପୁରୁଷମାନଙ୍କୁ ଦର୍ଶାଏ|
ବଜାରରୁ
ଏହା ଏକ ବ୍ୟବସାୟ ନିମନ୍ତେ ସର୍ବସାଧାରଣ ସ୍ଥାନ, ଯେଉଁଠାରେ ଜିନିଷ, ପଶୁଗୁଡ଼ିକୁ କ୍ରୟବିକ୍ରୟ କରାଯାଏ, କିମ୍ବା ସେବା ସ୍ଥାନ ପାଏ; “ସର୍ବସାଧାରଣ ଛକସ୍ଥାନ ଠାରୁ” (ୟୁଡିବୀ)
ନଗର କରିବାକୁ
“ନଗରକୁ କରିବା ହେତୁ”
ଗୃହ ଆକ୍ରମଣ କରି
“ଗୃହରେ ହିଂସ୍ରକଭାବେ ସମ୍ମୁଖିନ ହୋଇ”
ସେମାନେ ବାହାର କରି ଆଣିବାକୁ ଚେଷ୍ଟା କଲେ
ଏହି ସର୍ବନାମ ବଜାରର ଦୁଷ୍ଟ ଲୋକମାନଙ୍କୁ ଓ ଅବିଶ୍ୱାସୀ ଯିହୁଦୀମାନଙ୍କୁ ଦର୍ଶାଏ|
ଲୋକମାନଙ୍କ ନିକଟକୁ ବାହାର କରି ଆଣି
“ସର୍ବସାଧାରଣ ପ୍ରଭାବ ସହ ନିର୍ଣ୍ଣୟ ନେବାକୁ ଏକତ୍ର ହୋଇଥିବା ଏକ ସରକାରୀ ବା ନିୟମ ଅନୁଯାଇ ଏକ ନାଗରିକ ଦଳ ନିକଟକୁ|”
ଅଧିକାରୀଗଣଙ୍କ ସମ୍ମୁଖରେ
“ଅଧିକାରୀଗଣଙ୍କ ଉପସ୍ଥିତିରେ”
ଏହି ଯେଉଁ ଲୋକଗୁଡାକ
ଯିହୁଦୀୟ ପ୍ରଧାନମାନେ କହୁଥିଲେ ଓ “ଏହି ଯେଉଁ ଲୋକଗୁଡାକ” ଏହା ପାଉଲ ଓ ଶୀଲାଙ୍କୁ ଦର୍ଶାଉଥିଲେ|
ଜଗତକୁ ଓଲଟପାଲଟ କରି ପକାଇଲେଣି
ଏହା ଏକ ରୁଢ଼୍ୟୋକ୍ତି ଅଟେ ଯାହାର ଅର୍ଥ “ସମସ୍ୟାର କାରଣ” (ୟୁଡିବୀ)| ଯିହୁଦୀୟ ପ୍ରଧାନମାନେ ପାଉଲ ଓ ଶୀଲା ଦେଇଥିବା ଆପଣା ଶିକ୍ଷାର ପ୍ରଭାବକୁ ବାହୁଲ୍ୟଭାବେ ବର୍ଣ୍ଣନା କରିବା ଦ୍ୱାରା ସେମାନଙ୍କ ଈର୍ଷା ପ୍ରକାଶ କରୁଥିଲେ| (ଦେଖନ୍ତୁ: ଅତ୍ୟୁକ୍ତି)
ଯାସୋନ ଗ୍ରହଣ କରିଅଛି
ଏହି ବାକ୍ୟାଂଶ ସୁଚାଏ ଯେ ଯାସୋନ ପ୍ରେରିତମାନଙ୍କ ସମସ୍ୟା ଉତ୍ପନ୍ନକାରୀ ସମ୍ବାଦ ସହିତ ସହମତ ହୋଇଥିଲା|