13 lines
1.7 KiB
Markdown
13 lines
1.7 KiB
Markdown
ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭:୨ ରେ ଆରମ୍ଭ କରିଥିଲେ|
|
||
|
||
# ସେମାନେ ଏକ ଗୋବତ୍ସ ନିର୍ମାଣ କଲେ
|
||
“ସେମାନେ ଏକ ମୁର୍ତ୍ତି ନିର୍ମାଣ କଲେ ଯାହା ଏକ ଗୋବତ୍ସ ସଦୃଶ୍ୟ ଦେଖାଗଲା”
|
||
|
||
# ଆକାଶବାହିନୀର ଉପାସନା କରିବା ନିମନ୍ତେ
|
||
“ଆକାଶସ୍ଥ ଜ୍ୟୋତିଃର୍ଗଣର ଉପାସନା କରିବା ନିମନ୍ତେ”
|
||
|
||
# ହେ ଇସ୍ରାଏଲ ବଂଶ
|
||
ସମସ୍ତ ଇସ୍ରାଏଲ ଜାତି ନିମନ୍ତେ ଏହା ଏକ ଲାକ୍ଷଣିକ ଶବ୍ଦ ଅଟେ| (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
|
||
|
||
# ତୁମ୍ଭେମାନେ କି ଆମ୍ଭ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରିଥିଲା …
|
||
ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ଯାହା ବ୍ୟକ୍ତ କରେ ଯେ ସେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରି ନ ଥିଲେ| ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କଲ ନାହିଁ …” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) |