2.2 KiB
2.2 KiB
ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭:୨ ରେ ଆରମ୍ଭ କରିଥିଲେ|
ପଦ ୩୫
୩୮ରେ ମୋଶାଙ୍କୁ ଦର୍ଶାଇ ସଯୁକ୍ତ ବାକ୍ୟାଂଶର ଏକ ଶୃଙ୍ଖଳା ଅନ୍ତର୍ଭୁକ୍ତ ରହିଛି| ପ୍ରତ୍ୟେକ ବାକ୍ୟାଂଶ ଏକ ଉକ୍ତିରେ ଆରମ୍ଭ ହୁଏ ଯେପରି “ଏହି ମୋଶା” କିମ୍ବା “ଏହି ସମାନ ମୋଶା” କିମ୍ବା “ଏହି ବ୍ୟକ୍ତି” କିମ୍ବା “ସେହି ସମାନ ମୋଶା|” ଯଦି ସମ୍ଭବ, ମୋଶାଙ୍କୁ ଗୁରୁତ୍ୱ ଦେବା ନିମନ୍ତେ ଏକ ପ୍ରକାର ଉକ୍ତି ବ୍ୟବହାର କରନ୍ତୁ|
ଯେଉଁ ମୋଶାଙ୍କୁ ସେମାନେ ଅଗ୍ରାହ୍ୟ କଲେ
ଏହା ୭:୨୬ ୨୭ ରେ ପୂର୍ବରୁ ଲେଖା ଯାଇଥିବା ଘଟଣାକୁ ଦର୍ଶାଏ|
କିଏ ତୁମ୍ଭକୁ ଶାସନକର୍ତ୍ତା ଓ ବିଚାରକସ୍ୱରୂପ ନିଯୁକ୍ତ କଲା?
ଦେଖନ୍ତୁ ଏହା ୭:୨୬ ରେ ଆପଣମାନେ କିପରି ଅନୁବାଦ କରିଥିଲେ|
ଶାସନକର୍ତ୍ତା ଓ ବିଚାରକସ୍ୱରୂପ
“ସେମାନଙ୍କ ଉପରେ ଶାସନ କରିବାକୁ ଓ ଦାସତ୍ୱାବସ୍ଥାରୁ ସେମାନଙ୍କୁ ଉଦ୍ଧାର କରିବାକୁ”
ଦୂତଙ୍କ ହସ୍ତ ଦ୍ୱାରା
“ଦୂତଙ୍କ ସହାୟତାରେ”
ଚାଳିଶ ବର୍ଷ ପର୍ଯ୍ୟନ୍ତ
“ଇସ୍ରାଏଲୀୟ ଲୋକମାନେ ପ୍ରାନ୍ତରରେ ଚାଳିଶ ବର୍ଷ ବାସ କରିବା ପର୍ଯ୍ୟନ୍ତ” (ୟୁଡିବୀ)
ତୁମ୍ଭମାନଙ୍କର ଭ୍ରାତୃଗଣ ମଧ୍ୟରୁ
“ତୁମ୍ଭର ନିଜ ଲୋକମାନଙ୍କ ମଧ୍ୟରୁ” (ୟୁଡିବୀ)