889 B
889 B
ସ୍ତିଫାନ ଯିହୁଦୀ ମହାସଭା ସମ୍ମୁଖରେ ଆପଣା ପ୍ରତିରକ୍ଷା କରିଆସୁଅଛନ୍ତି ଯାହା ସେ ୭:୨ ରେ ଆରମ୍ଭ କରିଥିଲେ|
ସେ ନିଜେ ଓ ଆମ୍ଭମାନଙ୍କ ପିତୃପୁରୁଷମାନେ “ଯାକୁବ ଓ ତାହାଙ୍କ ପୁତ୍ରମାନେ, ଆମ୍ଭମାନଙ୍କ ପିତୃପୁରୁଷମାନେ”
ସେମାନେ ନିଆଗଲେ “ଯାକୁବଙ୍କ ବଂଶଧର ଯାକୁବଙ୍କ ଶରୀରକୁ ଓ ତାହାଙ୍କ ପୁତ୍ରମାନଙ୍କ ଶରୀରଗୁଡ଼ିକୁ ନେଇଗଲେ”| (ଦେଖାନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
ରୌପ୍ୟ ମୂଲ୍ୟ ଦେଇ
ଟଙ୍କା ଦେଇ