1.7 KiB
1.7 KiB
ଏଥିଉତ୍ତାରେ ସେମାନେ ବାହୁଡ଼ିଆସିଲେ
“ପ୍ରେରିତମାନେ ବାହୁଡ଼ିଆସିଲେ”
ଗୋଟିଏ ବିଶ୍ରାମବାରର ବାଟ ଦୂରରେ
ବିଶ୍ରାମବାରରେ ଲୋକମାନେ କାର୍ଯ୍ୟ ଠାରୁ ଦୂରରେ ରଖିବା ନିମନ୍ତେ ଫାରୂଶୀମାନଙ୍କ ଏକ ନିୟମ ଅଟେ|
ଯେତେବେଳେ ସେମାନେ ପହଞ୍ଚିଲେ
“ଯେତେବେଳେ ସେମାନେ ଆପଣା ଗନ୍ତବ୍ୟସ୍ଥାନ ଯିରୁଶାଲମରେ ପହଞ୍ଚିଲେ”
ଉପର କୋଠାରୀ
ଗୃହର ଉପର ଭାଗରେ ଥିବା ଏକ କୋଠାରୀ|
ଉଦ୍ଯୋଗୀ ଶିମୋନ
“ଦେଶଭକ୍ତ ଶିମୋନ|” ସେଠାରେ ଅନେକ ଉଦ୍ଯୋଗୀ ଥିଲେ| କିନ୍ତୁ ହୋଇପାରେ କେବଳ ଜଣେ ପ୍ରେରିତ ଯିଏ ଉଦ୍ଯୋଗୀ ଥିଲେ| ଉଦ୍ଯୋଗୀ ମାନେ ଇସ୍ରାଏଲ ଉପରେ ରୋମର ଶାସନକୁ ବନ୍ଦ କରିବାକୁ ଇଛା କରୁଥିଲେ|
ସେମାନେ ସମସ୍ତେ ଏକଚିତ୍ତ ହୋଇଥିଲେ
ଏହି ଦଳ ଏକଚିତ୍ତ ଥିଲେ ଓ ଦଳଭେଦ କି ବିବାଦ ନ ଥିଲା|
ଯେପରି ସେମାନେ ପ୍ରାର୍ଥନାରେ ନିବିଷ୍ଟ ଥିଲେ
“ଯେପରି ସେମାନେ ଆପଣାକୁ ଅତି ବିଶ୍ୱସ୍ତଭାବେ ପ୍ରାର୍ଥନାରେ ଏକତ୍ର କରୁଥିଲେ”