Door43-Catalog_or_tn/2PE/01/05.md

752 B

ପିତର ବିଶ୍ଵାସୀମାନଙ୍କୁ କଥା କହିବା ଜାରିରଖିଲେ । ● ଏହି ଏକା ଉଦ୍ଦେଶ୍ୟ "ଯେହେତୁ ଇଶ୍ଵର ଯାହା କରିଅଛନ୍ତି" ● ଗୁଣ "ନୈତିକ ଶ୍ରେଷ୍ଠତା" ● ତୁମ୍ଭମାନଙ୍କର ଗୁଣ ଦ୍ଵାରା, ଜ୍ଞାନ ଲାଭ କର ନୈତିକ ଶ୍ରେଷ୍ଠତା ପ୍ରୟୋଗ କରିବା ଦ୍ଵାରା ତୁମ୍ଭମାନଙ୍କର ବୁଝିବା ଶକ୍ତି ବୁଦ୍ଧି ପାଏ । ● ଭ୍ରାତୃବତ୍ ସ୍ନେହ ଲାଭ କର "ପରସ୍ପର ପ୍ରତି ଦୟାବନ୍ତ ହୁଅ"