Door43-Catalog_or_tn/1TI/03/11.md

3.7 KiB
Raw Blame History

ସେହି ପ୍ରକାରେ ସ୍ତ୍ରୀମାନେ

'' ସେହିପରି ସ୍ତ୍ରୀମାନଙ୍କର ଆବଶ୍ୟକତା '' କିମ୍ବା '' ଦୀକନ , ସେଠାରେ ଦୀକନ ମାନଙ୍କପରି ସେଠାରେ ଆବଶ୍ୟକତା ଅଛି '' ସାଧାରଣ ଶବ୍ଦ ସ୍ତ୍ରୀ ସାଧାରଣଭାବେ ସ୍ତ୍ରୀ'ଙ୍କ ଲାଗୁ ହୋଇପାରେ '' କିନ୍ତୁ ଏହା ଦୀକନଙ୍କ ସ୍ତ୍ରୀମାନଙ୍କ ନିମନ୍ତେ ମଧ୍ୟ ଲାଗୁହେବା ବଧହୁଏ କିମ୍ବା ମହିଳା ଦୀକନ ଏଠାରେ କାରଣ ଆସୁଥିବା ବାକ୍ୟ ସ୍ପଷ୍ଟଭାବେ ଦୀକନଙ୍କ ବିଷୟରେ କୁହେ ।

ଉପଯୁକ୍ତ ଥିବା ଉଚିତ

'' ଠିକ୍ ଠାକ୍ କାର୍ଯ୍ୟକରିବା ''

ପରନିନ୍ଦା କାରିଗଣ ନୁହେଁ

'' ଲୋକଙ୍କ ବିଷୟରେ ସେମାନେ ନିନ୍ଦା କରିବା ଉଚିତ ନୁହଁ ''

ଉତ୍ତମ

'' ଅଧିକହେବା ନିମନ୍ତେ ସେମାନେ କିଛି ଅଧିକ କରିବେ ନାହିଁ ''

ଏକ ସ୍ତ୍ରୀର ସ୍ୱାମୀ

ବାକ୍ୟାଂଶର ଅର୍ଥ '' ଏକ ସ୍ତ୍ରୀର ସ୍ୱାମୀ ''ଏହା ଅନୁବାଦ ହୋଇପାରେ ଏହିପରି '' ପ୍ରତ୍ୟେକ ପୁରଷ ଏକ ସ୍ତ୍ରୀର ସ୍ୱାମୀ ହେବା ଉଚିତ '' । ଏହା ଏକ ବିବାଦ ଯେ ଯେଉଁ ବ୍ୟକ୍ତି ତ୍ୟାଗପତ୍ର କିମ୍ବା ସ୍ତ୍ରୀ ମରୀ ଯାଇଅଛି କିମ୍ବା ଏକା ସେହୀ ବ୍ୟକ୍ତି ଛଡା ଯାଇଅଛି କି ନା ।

ଆପଣା ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମରୂପେ ଶାସନ କରନ୍ତି

'' ଆପଣା ସନ୍ତାନମାନଙ୍କୁ ଓ ଅନ୍ୟ ସଦସ୍ୟ ଯେଉଁମାନେ ପରିବାରରେ ରୁହନ୍ତି ଉତ୍ତମରୁପେ ଯତ୍ନ ନେଇ ସେମାନଙ୍କୁ ଉଚିତ ମାର୍ଗଦର୍ଶନ ଦେବା ଉଚିତ ''

ସେମାନଙ୍କ ପାଇଁ

'' ସେହି ଦୀକନଙ୍କ ନିମନ୍ତେ '' କିମ୍ବା '' ସେହି ଦୀକନ , ବିଶୋପ , କିମ୍ବା ଦୀକନମାନେ'' କିମ୍ବା '' ମଣ୍ଡଳୀର ନେତାଙ୍କ ପାଇଁ ''

ସ୍ୱୟଂ ପାଇବା

'' ନିଜେ ପ୍ରାପ୍ତ କରିବା '' କିମ୍ବା '' ନିଜପ୍ରତି ଲାଭ କରିବା ''

ବିଶ୍ୱାସମୂଳକ

ସମ୍ଭବତଃ ଉତ୍ତରଗୁଡିକ ୧)ମଣ୍ଡଳୀରେ ସମ୍ମାନ କିମ୍ବା ) ଈଶ୍ଵରଙ୍କ ଆଗରେ ଏକ ସ୍ଥାନ କିମ୍ବା ୩) ମଣ୍ଡଳୀରେ ସ୍ଥରର ଉନ୍ନତି , ଉଦାହରଣ , ବିଶୋପର ସ୍ଥର ।

ବିଶ୍ଵାସରେ ବିପୁଳ ସାହସ .........ପାଇବା

'' ପାଇବା .......ସେମାନଙ୍କ ବିଶ୍ଵାସ ବିଷରେ କହିବାକୁ ବିପୁଳ ସାହସ '' କିମ୍ବା '' ଯାହା ସେମାନେ ବିଶ୍ଵାସ କରନ୍ତି ତାହା ସତ୍ୟ ବୋଲି ଦୃଢ଼ ହେବା '' କିମ୍ବା '' ଯାହା ସେମାନେ ବିଶ୍ଵାସ କରନ୍ତି ତାହା କହିବାକୁ ବିପୁଳ ସାହସ ପାଇବା ''