1.6 KiB
1.6 KiB
ଏହି ବିଷୟ ସବୁ ରୁପକାତ୍ମକ ଭାବରେ ବୁଝାଯାଇ ପାରିବ
“ବର୍ତ୍ତମାନ ଯାହା ମୁଁ କହିବାକୁ ଯାଉଛି ଏହି କାହାଣୀ ଦୁଇ ପୁତ୍ରଙ୍କର କାହାଣୀ ସଦୃଶ”
ସିନୟ ପର୍ବତ
“ସିନୟ ପର୍ବତ, ଯେଉଁଠାରେ ମୋଶା ଇସ୍ରାଏଲକୁ ବ୍ୟବସ୍ଥା ଦେଇଥିଲେ” (ଦେଖନ୍ତୁ: ସମକାଲିନ)
ଯିଏ ବନ୍ଧନକୁ ଜନ୍ମ ଦିଏ
“ଏହି ନିୟମଚୁକ୍ତି ଅଧିନରେ ଥିବା ଲୋକ କ୍ରୀତଦାସ ସଦୃଶ ଯାହାକୁ ବ୍ୟବସ୍ଥା ମାନିବାକୁ ହିଁ ପଡିବ” (ଦେଖନ୍ତୁ : ରୁପକ, ବ୍ୟକ୍ତିତ୍ୱଆରୋପ)
ପ୍ରତିକ
“ ଗୋଟିଏ ଛବିର”
ସେ(ସ୍ତ୍ରୀ) ବନ୍ଦିତ୍ଵକୁ ଅଛି ତାହା ସନ୍ତାନ ସହିତ
ହାଗାର ଗୋଟିଏ କ୍ରୀତ ଦାସୀ ଥିଲା ଓ ତାହାର ପିଲାମାନେ ମଧ୍ୟ ତାହାର ସହିତ କ୍ରିତଦାସ ଥିଲେ | ଏହା ଏହି ପ୍ରକାର ତର୍ଜମା କରାଯାଇ ପାରେ “ଯିରୁଶାଲମ, ହାଗର ସଦୃଶ, ଏକ କ୍ରୀତଦାସ, ତାହାର ପିଲାମାନେ ମଧ୍ୟ ତାହାର ସହିତ କ୍ରୀତଦାସ ପରି” (ଦେଖନ୍ତୁ UDB).