କେଉଁଠାରେ, ଏଥି ନିମନ୍ତେ, ବର୍ତ୍ତମାନ ତୁମ୍ଭର ଖୁସି ଅଟେ? … କଅଣ ମୁଁ ତୁମ୍ଭର ଶତ୍ରୁ ପାଲଟି ଯାଇଅଛି କି…?
ଏହି ଆଳଙ୍କାରିକ ପ୍ରଶ୍ନ ଗୁଡିକ ତର୍ଜମା କରାଯାଇ ପାରେ “ବର୍ତ୍ତମାନ ତୁମ୍ଭର ଆଉ ସେହି ଖୁସି ନାହଁ! … ତୁମକୁ ଏହି ପ୍ରକାର ଲାଗିପାରେ କି ମୁଁ ତୁମ୍ଭର ଶତ୍ରୁ ପାଲଟି ଯାଇଅଛି ” (UDB). (ଦେଖନ୍ତୁ: ଆଳଙ୍କାରୀକ ପ୍ରଶ୍ନ )