1.6 KiB
1.6 KiB
ତୁମ୍ଭର ସବୁ ଉଦାହରଣ ଗୁଡିକ ବହୁବଚନ ଅଟେ |
ସେ ବ୍ୟକ୍ତି
“ସେହି ବିଷୟ ଗୁଡିକ” କିମ୍ବା “ସେହି ଆତ୍ମା ଗୁଡିକ”
ତୁମ୍ଭେ ଈଶ୍ୱରଙ୍କ ଦ୍ୱାରା ଜ୍ଞାତ ଅଟ
“ଈଶ୍ୱର ତୁମକୁ ଜାଣନ୍ତି” (ଦେଖନ୍ତୁ: ସକ୍ରିୟ କିମ୍ବା ନିସ୍କ୍ରୀୟ)
ତୁମ୍ଭେ କାହିଁକି ପୁନର୍ବାର ଫେରି ଆସୁଛ…?
ଏହା ଦୁଇଟି ଆଳଙ୍କାରିକ ପ୍ରଶ୍ନ ମଧ୍ୟରୁ ଗୋଟେ| ଏହା ଏହି ପ୍ରକାର ତର୍ଜମା କରାଯାଇ ପାରେ “ତୁମକୁ ଆସିବାର ନଥିଲା….” (ଦେଖନ୍ତୁ: ଆଳଙ୍କାରିକ ପ୍ରଶ୍ନ)
ପ୍ରାଥମିକ ସିଦ୍ଧାନ୍ତ
ଏହି ବାକ୍ୟଂସକୁ ସେହି ପ୍ରକାର ତର୍ଜମା କର ଯେପରି ତର୍ଜମା ୪:୩ ରେ କରାଯାଇଛି |
ତୁମ୍ଭେ କଅଣ କ୍ରୀତଦାସ ହେବାକୁଇଛା କରୁଛ…?
ଏହି ଦ୍ବିତୀୟ ଆଳଙ୍କାରିକା ପ୍ରଶ୍ନକୁ ଏପରି ତର୍ଜମା କରାଯାଇପାରେ “ତୁମେ କ୍ରୀତଦାସ ହେବାକୁ ଇଛା ନକର …” କିମ୍ବା “ଏହିପରି ଲାଗୁଅଛି ତୁମେ କ୍ରୀତଦାସ ହେବାକୁ ଇଛା କରୁଅଛ….”