1.8 KiB
1.8 KiB
ଅବ୍ବା
ପାଉଲଙ୍କର ମାତୃ ଭାଷାରେ ଏହି ପରି ଜଣେ ସନ୍ତାନ ନିଜ ପିତାଙ୍କୁ ସମ୍ବୋଧନ କରିଥାଏ, କିନ୍ତୁ ଗାଲାତୀୟ ପାଠକ ମାନଙ୍କ ଭାଷାରେ ନୁହେଁ | ବିଦେଶୀ ଭାଷାର ଭାବକୁ ରଖିବା ପାଇଁ, ଏହି ଶବ୍ଦକୁ ତର୍ଜମା କର ଯାହାର ଶବ୍ଦଅର୍ଥ “ଅବ୍ବା” ଠାରୁ ଅଧିକ ତୁମର ଆଞ୍ଚଳିକ ଭାଷାରେ ହୋଇଥିବ |
ଆମ୍ଭ ହୃଦୟକୁ ତାଙ୍କର ପୁତ୍ରଙ୍କ ଆତ୍ମା ପଠାଇ ଅଛନ୍ତି
“ତାଙ୍କର ପୁତ୍ରଙ୍କର ଆତ୍ମାଙ୍କୁ ଦେଇଛନ୍ତି ଯେପରି କି ପ୍ରକାର ଚିନ୍ତା ଓ ବ୍ୟବହାର କରିବା ତାହା ଜାଣିବା”
ଯିଏ ଡାକନ୍ତି
ଆତ୍ମା ହିଁ ସେ ଯିଏ ଆମକୁ ଡାକନ୍ତି
ପୁତ୍ରମାନେ … ପୁତ୍ର … ପୁତ୍ର
ପାଉଲ ପୁଅ ପିଲାର ଶବ୍ଦ ବ୍ୟବହାର କରୁଛନ୍ତି ତାହାର କାରଣ ଉତ୍ତରାଧିକାର ଅଟେ | ତାଙ୍କ ସଂସ୍କୃତିରେ ତାଙ୍କର ପାଠକ ମାନଙ୍କୁ ନେଇ, ଉତ୍ତରାଧିତ୍ୱ ସାଧାରଣ ଭାବରେ ମିଳୁଥିଲା, କିନ୍ତୁ ସଦାବେଳେ ତାହା ପୁରୁଷ ଛୁଆ ପ୍ରତି ନୁହେଁ | ସେ ସେଠାରେ ଝିଅ ପିଲା ବିଷୟରେ ଉଲ୍ଲେଖ କରୁନାହାନ୍ତି କିମ୍ବା ସେମାନଙ୍କୁ ବାଦ୍ ଦେଉ ନାହାନ୍ତି |