Door43-Catalog_or_tn/REV/19/07.md

1.0 KiB

ଯେଉଁ ଗୀତ ପୂର୍ବ ପଦରେ ଆରମ୍ଭ ହୋଇଥିଲା ତାହା ଏଠାରେ ଜାରିରହିଛି

ଆସ ଆମ୍ଭେମାନେ ଆନନ୍ଦ କରୁ

ଏଠାରେ, "ଆମ୍ଭମାନଙ୍କୁ" ଈଶ୍ଵରଙ୍କ ସମସ୍ତ ଦାସମାନଙ୍କୁ ଦର୍ଶାଏ ।

ତାହାଙ୍କୁ ମହିମା ଦିଅ

"ଈଶ୍ଵରଙ୍କୁ ମହିମା ଦିଅ"

ମେଷଶାବକଙ୍କ ବିବାହ ମହୋତ୍ସବ...ତାହାଙ୍କ କନ୍ୟା ନିଜେ ପ୍ରସ୍ତୁତ ହୋଇଅଛନ୍ତି

ସଦା ସର୍ବଦା ନିମନ୍ତେ ଯୀଶୁ ଏବଂ ତାହାଙ୍କ ଲୋକମାନଙ୍କ ସଂଯୁକ୍ତକୁ ଏହା ଦର୍ଶାଏ । (ଦେଖନ୍ତୁ: ତୁଳନା/ଉପମା/ରୁପକ)

ମେଷଶାବକ

୫:୬ ରେ କିପରି ତୁମେ ଅନୁବାଦ କରିଅଛ ଦେଖ ।