1.3 KiB
1.3 KiB
ଏହିସବୁ ବିଷୟ ପରେ
ଯୀଶୁ ସପ୍ତ ମଣ୍ଡଳୀଗଣକୁ କହିଲା ପରେ ଯୋହନ ଯାହା ଦେଖିଲେ (୨:୧ ୩:୨୨)
ଯେ ସ୍ଵର୍ଗ ଆଡକୁ ଏକ ଦ୍ଵାରା ଖୋଲା ହୋଇଥିଲା
ଏକାନ୍ତରୀକ ଅନୁବାଦ: "ସ୍ଵର୍ଗକୁ ଏକ ପ୍ରବେଶ ଦ୍ଵାର"
ଉଭୟ ଲାଲ୍, ହଳଦିଆ ବା ମାଟିଆ ରଙ୍ଗର ବହୁମୁଲ୍ୟ କ୍ଵାର୍ଜ ପଥର
ହୀରା ଇତ୍ୟାଦି ଠାରୁ ଅଳ୍ପ ମୁଲ୍ୟର ପଥରଗୁଡିକ । ସେଗୁଡିକର ରଙ୍ଗ କିପରି ଅଟେ ତାହା ଆମ୍ଭେମାନେ ନିଶ୍ଚିତ ନହୁଁ । (ଦେଖନ୍ତୁ: ଅଜଣତାର ଅନୁବାଦ)
ଇନ୍ଦ୍ରଧନୁ
ଲୋକମାନେ ଯେତେବେଳେ ସୂର୍ଯ୍ୟ ସେମାନଙ୍କ ପଛରେ ଆଲୋକ ଦିଏ ଏବଂ ସେମାନଙ୍କ ଆଗରେ ବର୍ଷା ପଡେ ସେତେବେଳେ ଯେଉଁ ରଙ୍ଗଗୁଡିକ ସେମାନେ ଦେଖି ପାରନ୍ତି
ଉଜ୍ୱଳ ସବୁଜ ରଙ୍ଗର ମରକତ ମଣି
ସବୁଜ ମରକତ ମଣି