Door43-Catalog_or_tn/REV/03/03.md

482 B

ସେମାନଙ୍କର ବସ୍ତ୍ର ଅପରିଷ୍କାର କଲେ ନାହିଁ

ଅପରିଷ୍କାର ବସ୍ତ୍ର ସେମାନଙ୍କର ପାପକୁ ବର୍ଣ୍ଣନା କରେ । (ଦେଖନ୍ତୁ: ଉପମା)

ଶୁକ୍ଲବସ୍ତ୍ର ପରିହିତ

ଶୁକ୍ଲବସ୍ତ୍ର ଏକ ଶୁଚି ଜୀବନକୁ ବର୍ଣ୍ଣନା କରେ । (ଦେଖନ୍ତୁ: ଉପମା)