ଏଫିସର ବିଶ୍ଵାସୀମାନଙ୍କ ପ୍ରତି ମନୁଷ୍ୟ ପୁତ୍ରଙ୍କ ସମ୍ବାଦକୁ ଏହା ଜାରିରଖେ ।
ଏହାର ଅର୍ଥ "ଖ୍ରୀଷ୍ଟଙ୍କ ନିମନ୍ତେ ତୁମ୍ଭର ପ୍ରଥମ ପ୍ରେମ ।" (ଦେଖନ୍ତୁ: ଉପମା)
ପ୍ରତ୍ୟେକ ପ୍ରଦୀପ ସପ୍ତ ମଣ୍ଡଳୀର ଏକ ମଣ୍ଡଳୀକୁ ବର୍ଣ୍ଣନା କରେ । (ତୁଳନାକୁ ଦର୍ଶାଏ)