ତାହାଙ୍କ ଦାସମାନେ
ଖ୍ରୀଷ୍ଟଙ୍କଠାରେ ବିଶ୍ଵାସୀମାନେ
କ'ଣ ଶୀଘ୍ର ଘଟିବା ଆବଶ୍ୟକ
ଏକାନ୍ତରୀକ ଅନୁବାଦ: "ଘଟଣାଗୁଡିକ ଯାହା ଶୀଘ୍ର ଘଟିବା ଆବଶ୍ୟକ"
ଏହା ଜଣାଇ ଦିଆଯାଇଅଛି
"ଏହା ଜଣାଇ ଦିଆଯାଇଅଛି ।" (ଦେଖନ୍ତୁ: ବାକ୍ୟାଂଶ)
ସମୟ ସନ୍ନିକଟ
ଏକାନ୍ତରୀକ ଅନୁବାଦ: "ଯେଉଁ ବିଷୟ ଘଟିବା ଆବଶ୍ୟକ ତାହା ଶୀଘ୍ର ଘଟିବ" (ଦେଖନ୍ତୁ: ଶବ୍ଦର ବିଲୋପ୍)