Door43-Catalog_or_tn/PHM/01/14.md

3.4 KiB

କିନ୍ତୁ ତୁମ୍ଭର ସମ୍ମତି ନ ନେଇ ମୁଁ କିଛି କରିବାକୁ ଇଚ୍ଛା କଲି ନାହିଁ

“କିନ୍ତୁ ତୁମ୍ଭର ସହମତି ବିନା ମୁଁ ତାହାଙ୍କୁ ଏଠାରେ ରଖିବା ପାଇଁ ଇଛା କଲି ନାହି” କିମ୍ବା “କିନ୍ତୁ ଯଦି ମୋ ସହମତି ହେବ ତେବେ ମୁଁ ତାହାଙ୍କୁ ମୋ ସଙ୍ଗରେ ରଖିବି”

ତୁମ୍ଭର…ତୁମ୍ଭେ

୧୪ ୧୬ ଏହି ପଦରେ ଏହି ଉଚ୍ଚାରଣ ଏକ ବଚ୍ଚନ ଅଟେ ଯାହା ଫିଲୀମୋନ (ଦେଖନ୍ତୁ: ତୁମ୍ଭ ରୂପକ)

ଯେପରି ତୁମ୍ଭର ଉତ୍ତମତା ବାଧ୍ୟତାମୁଳକ ନ ହୁଏ

ଏହା ଏହିପରି ଅନୁବାଦ କରାଯାଇ ପାରେ “ଯେପରି ତୁମ୍ଭକୁ ଯାହା ଠିକ ତାହା କରିପାର, ଏଥି ପାଇଁ ନୁହେଁ ଯେ ମୁ ତୁମ୍ଭକୁ ବାଧ୍ୟ କରୁଅଛି.”

କିନ୍ତୁ ସ୍ୱାଧିନ ଇଛାରେ

“କାରଣ ତୁମ୍ଭେ ଚାହୁଁଅଛ” କିମ୍ବା “କାରଣ ତୁମ୍ଭେ ସ୍ୱାଧୀନ ଭାବରେ ଇଛା କଲ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ”

ହୋଇପାରେ ସେ ଆପଣଙ୍କଠାରୁ ଅଲଗା ହୋଇ ଯାଇଥିବେ

ଏହି ସକ୍ରିୟ ଧାରାକୁ ନିସ୍କ୍ରିୟ ଧାରା ଭାବରେ ଅନୁବାଦ କରାଯାଇ ପାରେ : “ହୋଇପାରେ ଇଶ୍ଵର ଆପଣଙ୍କଠାରୁ ଅନୀସିମ ନେଇ ଯାଇଅଛନ୍ତି.” (ଦେଖନ୍ତୁ:ସକ୍ରିୟ କିମ୍ବା ନିସ୍କ୍ରିୟ)

ହୋଇପାରେ

“ବୋଧହୁଏ”

କିଛି ସମୟ ପାଇଁ

“ସେହି ସମୟରେ”

ଗୋଟେ ଦାସଠାରୁ ମଧ୍ୟ ଅଧିକ

“ଏକ ଦାସ ଠାରୁ ମଧ୍ୟ ଉତ୍ତମ” କିମ୍ବା “ଏକ ଦାସ ଠାରୁ ମଧ୍ୟ ମୂଲ୍ୟବାନ”

ଏକ ପ୍ରିୟ ଭାଇ

“ଏକ ପ୍ରିୟର ଭାଇ” କିମ୍ବା “ଏକ ବହୁମୂଲ୍ୟ ଭାଇ”

ଜଣେ ଭାଇ

“ଖ୍ରୀଷ୍ଟଙ୍କ ଠାରେ ଜଣେ ଭାଇ”

ଆଉ ତୁମ୍ଭପ୍ରତି କେତେ ଅଧିକ ପ୍ରିୟ ନ ହେବ

“ଆଉ ନିଶ୍ଚିତ ଅଧିକ ତୁମ୍ଭ ପାଇଁ”

ଶରୀରରେ

ଏହା ଏହିପରି ଅନୁବାଦ କରାଯାଇ ପାରେ “ଏକ ପୁରୁଷ ଭାବରେ” କିମ୍ବା “ଏକ ମନୁଷ୍ୟର ସମ୍ପର୍କରେ.” ଏହି ମଣିଷର ସମ୍ପର୍କକୁ ଅଧିକ ଭଲ ଭାବରେ ବୁଝାଯାଇ ପାରିବ: “କାରଣ ସେ ତୁମ୍ଭର ଦାସ.” (ଦେଖନ୍ତୁ: ସ୍ପଷ୍ଟ ଓ ନିହିତ)

ପ୍ରଭୁଙ୍କଠାରେ

ଏହା ଏହିପରି ଅନୁବାଦ କରାଯାଇ ପାରେ ଯେପରି “ପ୍ରଭୁଙ୍କଠାରେ ଯେପରି ଜଣେ ଭାଇ” କିମ୍ବା “କାରଣ ସେ ପ୍ରଭୁଙ୍କର ଅଟେ.”