1.2 KiB
1.2 KiB
ଯୀଶୁ ଗେଥ୍ଶେମାନୀ ବଗିଚାରେ ଆପଣା ଶିଷ୍ୟ ମାନଙ୍କ ସହିତ ଥିଲେ କେବଳ ଯିହୁଦାକୁ ଛାଡିକି.
ସେମାନଙ୍କୁ ସୋଇଥିବାର ପାଇଲେ
“ପିତର, ଯୋହନ, ଯାକୁବଙ୍କୁ ସୋଇଥିବାର ପାଇଲେ”
ଶିମୋନ, ତୁମେ ସୋଇଅଛ
“ଶିମୋନ, ମୁଁ ତୁମକୁ ଜାଗି ରହିବା ପାଇଁ କହିଲି ତଥାପି ତୁମେ ଶୋଇ ଅଛ”(ଦେଖନ୍ତୁ:ଆଲଂକାରିକ ପ୍ରଶ୍ନ)
ତୁମେ କ'ଣ ଜାଗି ପାରୁନ
“ତୁମେ କ'ଣ ଜଗିରହି ପାରୁନ” (ଦେଖନ୍ତୁ:ଆଲଂକାରିକ ପ୍ରଶ୍ନ))
ବାସ୍ତବରେ ଆତ୍ମା ଇଚ୍ଚୁକ , କିନ୍ତୁ ଶରୀର ଦୁର୍ବଳ
“ତୁମ ଶରୀର ତାହା କରି ନଥାଏ ଯାହା ତୁମ ଆତ୍ମା କହିଥାଏ କରିବା ପାଇଁ.”
ମାଂଶ
“ଶରୀର” (ଦେଖନ୍ତୁ: ଲକ୍ଷଣାଲଂକାର)