Door43-Catalog_or_tn/MRK/11/29.md

2 lines
458 B
Markdown

# ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା?
ଯଦିଓ ଯୀଶୁ ତାହାର ଉତ୍ତର ଜାଣି ଥିଲେ, ସେ ଧାର୍ମିକ ନେତାଙ୍କୁ ପରୀକ୍ଷା କରିବା ଉଦେଶ୍ୟରେ ତାହାଙ୍କୁ ପଚାରିଥିଲେ. (ଦେଖନ୍ତୁ: ଆଳଂକାରିକ ପ୍ରଶ୍ନ)