Door43-Catalog_or_tn/MRK/10/38.md

924 B

ଯାକୁବ ଓ ଯୋହନ ଯୀଶୁଙ୍କୁ ପଚାରିଲେ କିଏ ଯୀଶୁଙ୍କ ପାଖରେ ବସି ପାରିବେ ଯେବେ ଯୀଶୁ ଜଗତରେ ଆପଣା ରାଜ୍ୟ ବିସ୍ତାର କରିବେ.

ପାନପାତ୍ରା ଯାହା ମୁଁ ପିଇବାକୁ ଯାଉଛି

ଯୀଶୁ ଏହି ବାକ୍ୟାଂଶରେ ଦର୍ଶାଉଛନ୍ତି ତାହାଙ୍କ ଉପରେ ତାଡ଼ନା ଆସିବା ବିଷୟରେ . (ଦେଖନ୍ତୁ: ଲକ୍ଷଣାଳଂକାର)

ସେହି ବାପ୍ତିସ୍ମ ମୁ ନେବାକୁ ଯାଉଛି

ଯୀଶୁ ଏହି ବାକ୍ୟାଂଶରେ ଦର୍ଶାଉଛନ୍ତି ତାହାଙ୍କ ଉପରେ ତାଡ଼ନା ଆସିବା ବିଷୟରେ . (ଦେଖନ୍ତୁ: ଲକ୍ଷଣାଳଂକାର)