Door43-Catalog_or_tn/MRK/02/15.md

1.4 KiB

ଲେବୀଙ୍କ ଗୃହରେ

“ଲେବୀଙ୍କ ବାସ ସ୍ଥାନରେ”

ଭୋଜନ କରିବାକୁ ବସିବା ସମୟରେ ଅନେକ କରଗ୍ରାହୀ ଏବଂ ପାପୀ, ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ ; କାରଣ ସେମାନେ ଅନେକ ଥିଲେ ପୁଣି, ତାହାଙ୍କର ଅନୁଗମନ କରୁଥିଲେ.

“ଅନେକ କରଗ୍ରାହୀ ଏବଂ ପାପୀ ଲୋକ ଯିଏ ତାହାଙ୍କର ଅନୁଗମନ କରୁଥିଲେ ଯିଶୁଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ଭୋଜନରେ ବସିଲେ”

“ ସେ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରୁଅଛନ୍ତି?”

ଶାସ୍ତ୍ରୀ ଓ ଫରୁଶୀମାନେ ଯୀଶୁଙ୍କୁ ଅଗ୍ରାହ୍ୟ କଲେ ସେ ଯାହା କରୁଥିଲେ ତାହାଦେଖି| (ଦେଖନ୍ତୁ: ପ୍ରଭାବଯୁକ୍ତ ପ୍ରଶ୍ନ) ବିକଳ୍ପ ଅନୁବାଦ: “ସେ କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ ପାନ କରିବା ଉଚ୍ଚିତ ନୁହେଁ.”