ପିତର କିପରି ଯୀଶୁଙ୍କୁ ଜାଣନ୍ତି ବୋଲି ଅସ୍ଵୀକାର କରନ୍ତି ସେହି ବିବରଣୀକୁ ଏହା ଆରମ୍ବ କରେ ।
ଦାସୀ ଯାହା କହୁଥିଲେ ପିଟର ତାହା ବୁଝିବାରେ ସକ୍ଷମ ଥିଲେ । ସେ ଯୀଶୁଙ୍କ ସହିତ ଥିଲେ ଏହା ଅସ୍ଵୀକାର କରିବାକୁ ସେ ଏହି ଶବ୍ଦଗୁଡିକ ବ୍ୟବହାର କଲେ ।