Door43-Catalog_or_tn/MAT/13/10.md

19 lines
3.3 KiB
Markdown

ଯୀଶୁ ଏକ ବୃହତ୍ ଜନଗହଳିକୁ ଭିନ୍ନ ଭିନ୍ନ ଉପମାଗୁଡିକ କହିବା ଜାରି ରଖିଲେ ଯାହା ବର୍ଣ୍ଣନା କରେ ଯେ ଈଶ୍ଵରଙ୍କ ରାଜ୍ୟ କିପ୍ରକାରର ଅଟେ
#. ସେମାନଙ୍କୁ
ଶିଷ୍ୟମାନଙ୍କୁ
#. ସ୍ଵର୍ଗରାଜ୍ୟର ନିଗୁଡ ତତ୍ତ୍ଵ ବିଷୟଗୁଡିକୁ ଜାଣିବା ପାଇଁ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇନାହିଁ
ଏହା କର୍ତୃବାଚ୍ୟ ପ୍ରକ୍ରିୟାରେ ଏବଂ ବ୍ୟବହାର ଯୁକ୍ତ ଆଭାସ ସୁଚନାରେ ଅନୁବାଦ କରାଯାଇପାରେ: “ଈଶ୍ଵର ତୁମ୍ଭମାନଙ୍କୁ ସ୍ଵର୍ଗରାଜ୍ୟର ତତ୍ତ୍ଵସମୁହକୁ ଜାଣିବା ପାଇଁ ସୁଯୋଗ ଦେଇଛନ୍ତ, କିନ୍ତୁ ଈଶ୍ଵର ଏହି ଲୋକମାନଙ୍କୁ ତାହା ଦେଇନାହାନ୍ତି” କିମ୍ବା “ଈଶ୍ଵର ସ୍ଵର୍ଗରାଜ୍ୟର ନିଗୁଡ ତତ୍ତ୍ଵଗୁଡିକୁ ଜାଣିବା ନିମନ୍ତେ ସକ୍ଷମ କରିଛନ୍ତି, କିନ୍ତୁ ସେ ଏହି ଲୋକମାନଙ୍କୁ ଦେଇନାହାନ୍ତି” (ଦେଖନ୍ତୁ:ସ୍ପଷ୍ଟ ଏବଂ ଅସ୍ପଷ୍ଟ)
#. ତୁମ୍ଭେମାନେ
ଶିଷ୍ୟମାନେ
#. ନିଗୁଦ ତତ୍ତ୍ଵଗୁଡିକ
ସତ୍ୟଗୁଡିକ ଯାହା ରହସ୍ୟ ଥିଲା କିନ୍ତୁ ଯୀଶୁ ସୁଗୁଡିକୁ ପ୍ରକାଶ କରୁଛନ୍ତି ବିକଳ୍ପ ଅନୁବାଦ: “ରହସ୍ୟଗୁଡିକ” କିମ୍ବା “ଗୁପ୍ତ ସତ୍ୟ” (ଦେଖନ୍ତୁ:UDB)
#. ଯାହାର ଥାଏ
“ଯାହାର ଜ୍ଞାନ ଥାଏ” କିମ୍ବା “ଯିଏ ମୋର ଶିକ୍ଷାକୁ ଗ୍ରହଣ କରେ”
#. ତାହାକୁ ଅଧିକ ଦିଆଯିବ
ଏହାକୁ କର୍ତୃବାଚ୍ୟର ସହ ଅନୁବାଦ କରାଯାଇପାରିବ: “ଈଶ୍ଵର ତାହାକୁ ଅଧିକ ଜ୍ଞାନ ଦେବେ” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)
#. ତାହାର୍ ପ୍ରଚୁର ହେବ
“ସେ ସ୍ପଷ୍ଟ ବୁଝିପାରିବ”
#. ଯାହାର ନାହିଁ
“ଯାହାର ଜ୍ଞାନ ନାହିଁ” କିମ୍ବା “ଯିଏ ମୋର ଶିକ୍ଷାକୁ ଗ୍ରହଣ କରେ ନାହିଁ”
#. ତାହା ପାଖରୁ ସମସ୍ତ ନିଆଯିବ ଯାହାସବୁ ତାହା ପାଖରେ ଥିବ
ଏହାକୁ କର୍ତୃବାଚ୍ୟର ସହ ଅନୁବାଦ କରାଯାଇପାରିବ: “ଈଶ୍ଵର ତା’ପାଖରୁ ଯାହା ସବୁ ତାହାର ଅଛି ସମସ୍ତ ନେଇଯିବେ” (ଦେଖନ୍ତୁ:କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ)