Door43-Catalog_or_tn/MAT/10/42.md

9 lines
1.8 KiB
Markdown

ଯୀଶୁ ତାହାଙ୍କ ପ୍ରେରିତମାନଙ୍କୁ ବର୍ଣ୍ଣନା କରିବାକୁ ଆରମ୍ଭ କରନ୍ତି ଯେ ଯେତେବେଳେ ସେମାନେ ଯିବେ ଯେଉଁମାନେ ସେମାନଙ୍କୁ ସାହାଯ୍ୟ କରନ୍ତି ସେହି ଲୋକମାନଙ୍କୁ ସେ ପୁରସ୍କୃତ କରିବେ ।
#. ଯେକେହି ଦିଅନ୍ତି
"କେହିହେଲେ ଯିଇଏ ଦିଅନ୍ତି"
#. ଏହି ଗୁରୁତ୍ଵହୀନମାନଙ୍କ ମଧ୍ୟରୁ ଜଣକୁ, ଏକ ଗିନାଏ ଥଣ୍ଡା ପାନୀ ପିଇବାକୁ, ଯେହେତୁ ସେ ଜଣେ ଶିଷ୍ୟ ଅଟନ୍ତି
ଏହା ମଧ୍ୟ ଅନୁବାଦ କରାଯାଇପାରିବ “ସେ ଯେହେତୁ ମୋହର ଶିଷ୍ୟ ଅଟେ ବୋଲି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଏକ କପ୍ ଥଣ୍ଡା ପାଣି” କିମ୍ବା “ମୋହର ଶିଷ୍ୟମାନଙ୍କ ମଧ୍ୟରୁ ନ୍ୟୁନଜଣ”
#. ସେ କୌଣସୀ ପ୍ରକାରେ ତାହାର ପୁରସ୍କାର ହରାଇବ ନାହିଁ
“ସେହି ବ୍ୟକ୍ତି ନିଶ୍ଚୟ ତାହାର ପୁରସ୍କାର ପାଇବ” (ଦେଖନ୍ତୁ” litotes
ଆଳଙ୍କରିକ ଭାବ) # ହରାଇବା
"ଅସ୍ଵୀକାର କରାଯିବ" ଅଧିକାର ନେବା ଯିବା ସହିତ ଏହାର କିଛି ସମ୍ପର୍କ ନାହି ।