Door43-Catalog_or_tn/MAT/08/26.md

2.9 KiB

ଏହା ଯୀଶୁ ଝଡକୁ ଶାନ୍ତ କରିବାର ବିବରଣୀର ଶେଷ ଅଟେ #. ସେମାନଙ୍କୁ ଶିଷ୍ୟମାନେ #. ତୁମ୍ଭେମାନେ....ତୁମ୍ଭେମାନେ ବହୁବଚନ #. କାହିଁକି ତୁମ୍ଭେମାନେ ଭୟ କରୁଅଛ....? ଯୀଶୁ ଶିଷ୍ୟମାନଙ୍କୁ ପ୍ରଭାବିତ ପ୍ରଶ୍ନ ସହିତ ଉତ୍ସର୍ନା କରି କହିଲେ ଏହାର ଅର୍ଥ “ତୁମ୍ଭେମାନେ ଭୟ କର ନାହିଁ” (ଦେଖନ୍ତୁ UDB) କିମ୍ବା “ତୁମ୍ଭମାନଙ୍କୁ ଭୟ କରିବାରେ କିଛି ନାହିଁ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) #. ତୁମ୍ଭେମାନେ ହେ ଅଳ୍ପ ବିଶ୍ଵାସୀମାନେ “ତୁମ୍ଭେମାନେ” ବହୁବଚନ ଅଟେ ଏହାକୁ ସେହି ସମାନ ଭାବରେ ଅନୁବାଦ କର ଯେଉଁ ଭାବରେ ତୁମ୍ଭେ ୬:୩୦ରେ ଅନୁବାଦ କରିଥିଲ #. ଏ କିପରି ବ୍ୟକ୍ତି, ଯେ ଝଡ ବତାସ ଏବଂ ସମୁଦ୍ର ମଧ୍ୟ ତାହାଙ୍କ ଆଜ୍ଞା ମାନନ୍ତି ?
ଏହି ପ୍ରଭାବିତ ପ୍ରଶ୍ନ ଏହା ଦେଖାଏ ଯେ ଶିଷ୍ୟମାନେ ଅଚମ୍ଭିତ ହୋଇଥିଲେ ଏହାକୁ ଏପରି ଅନୁବାଦ କରାଯାଇପାରେ “ଯଦିଓ ଝଡ ଏବଂ ସମୁଦ୍ର ତାହାଙ୍କ ଆଜ୍ଞା ମାନନ୍ତି! ଏ କିପ୍ରକାର ଲୋକ ଅଟନ୍ତି ?”କିମ୍ବା ଏହି ବ୍ୟକ୍ତି ଅନ୍ୟ ବ୍ୟକ୍ତି ପରି ନୁହନ୍ତି ଯାହାକୁ ଆମ୍ଭେ କେବେହେଲେ ଦେଖିଅଛୁ! ତଥାପି ଝଡ ଏବଂ ତରଙ୍ଗଗୁଡିକ ତାହାଙ୍କ ଆଜ୍ଞା ମାନନ୍ତି!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) #. ଯଦିଓ ଝଡ ଏବଂ ସମୁଦ୍ର ତାହାଙ୍କ ଆଜ୍ଞା ମାନନ୍ତି ଲୋକମାନଙ୍କ ଏବଂ ପଶୁମାନଙ୍କ ନିମନ୍ତେ ଆଜ୍ଞା ମାନିବା କିମ୍ବା ନ ମାନିବା ଏକ ଆଶ୍ଚର୍ଯ୍ୟ ବିଶୟନୁହେଂ, କିନ୍ତୁ ଝଡ ଏବଂ ପାନୀ ଆଜ୍ଞା ମାନିବା ଏକ ଆଶ୍ଚର୍ଯ୍ୟ ବିଷୟ ଅଟେ ଏହି ବ୍ୟକ୍ତିତ୍ଵଆରୋପ ଏହା ବର୍ଣ୍ଣନା କରେ ଯେ ପ୍ରାକୃତିକ ବିଷୟଗୁଡିକ ଶୁଣିବାକୁ ଏବଂ ଲୋକମାନଙ୍କ ପରି ପ୍ରତିଉତ୍ତର ଦେବାକୁ ସକ୍ଷମ ଅଟେ (ଦେଖନ୍ତୁ:ବ୍ୟକ୍ତିତ୍ଵଆରୋପ)