ଶୟତାନ କିପରି ଯୀଶୁଙ୍କୁ ପରୀକ୍ଷା କଲା, ତାହାର ବିବରଣୀ କ୍ରମାଗତ ରହିଛି ।
#. ଏହା ତୃତୀୟ ଥର ଅଟେ ଯେ ଯୀଶୁ ଶୟତାନକୁ ଶାସ୍ତ୍ର ଦ୍ଵାରା ଉତ୍ସର୍ନା କଲେ ।
#. ଶୟତାନ
ମାଥିଉ ଏକ ଭିନ୍ନ ଶୀର୍ଷକ ବ୍ୟବହାର କଲେ, ଯାହା “ଶୟତାନ”କୁ ମଧ୍ୟ ସୁଚାଏ ।
#. ଆଉ ଦେଖ
“ଆଉ ଦେଖ” ଶବ୍ଦଟି ଏକ ନୁଆଁ ସୁଚନାକୁ ଧ୍ୟାନ ଦେବା ପାଇଁ ସାବଧାନ କରାଏ ଯାହା ଏହା ଅଟେ ।