ଯିହୁଦୀମାନଙ୍କୁ ରୋମୀୟମାନେ ଶାସନ କରୁଥିଲେ। ଶିଷ୍ୟମାନେ ଭାବୁଥିଲେ “ଯେ ଇସ୍ରାଏଲକୁ ସେମାନଙ୍କ ରୋମୀ ଶତ୍ରୁମାନଙ୍କ ଠାରୁ ମୁକ୍ତ କରିବେ” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)
“ଯୀଶୁଙ୍କୁ ବଧ କରିବା ଘଟଣା ଠାରୁ” (ୟୁଡିବୀ)