1.7 KiB
1.7 KiB
(ଭବିଷ୍ୟତ ବିଷୟରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହି ଆସୁଅଛନ୍ତି।)
ଆପଣା ହୃଦୟରେ ସ୍ଥିର କର
“ଆପଣା ମନକୁ ପ୍ରସ୍ତୁତ କର” କିମ୍ବା “ଦୃଢ଼ ଭାବରେ ନିର୍ଣ୍ଣୟ କର”
କଅଣ ଉତ୍ତର ଦେବ ସେ ବିଷୟରେ ଚିନ୍ତା ନ କରିବାକୁ
“ସେମାନଙ୍କ ଦୋଷାରୋପଣ ବିରୁଦ୍ଧରେ ଆପଣାମାନଙ୍କ ପ୍ରତିରକ୍ଷା ନିମନ୍ତେ କଅଣ କହିବ ସେ ବିଷୟରେ ଚିନ୍ତା ନ କରିବାକୁ”
ମୁଖ ଓ ଜ୍ଞାନ
“ବୁଦ୍ଧିର କଥା” କିମ୍ବା “ବୁଦ୍ଧିମାନ କଥାଗୁଡ଼ିକ”। (ଦେଖନ୍ତୁ: ହେଣ୍ଡିଆଡ଼ିସ୍)
ମୁଁ ତୁମ୍ଭମାନଙ୍କୁ ମୁଖ ଓ ଜ୍ଞାନ ଦେବି
“କଅଣ ବୁଦ୍ଧିମାନ ବିଷୟ କହିବାକୁ ହେବ ମୁଁ ତୁମ୍ଭମାନଙ୍କୁ କହିବି।”
ତୁମ୍ଭମାନଙ୍କ ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରିପାରିବେ ନାହିଁ
ଏହାର ଅର୍ଥ “ ତୁମ୍ଭମାନଙ୍କ ସମସ୍ତ ବିପକ୍ଷ ଲୋକ ସେହି କଥା ବିରୁଦ୍ଧରେ ଯୁକ୍ତିତର୍କ କରିପାରିବେ ନାହିଁ କିମ୍ବା ଏହି କଥା ଭୁଲ୍ ଅଟେ ବୋଲି ମଧ୍ୟ କହି ପାରିବେ ନାହିଁ।”