1.9 KiB
1.9 KiB
ସେମାନେ ତାହାଙ୍କୁ ପଚାରିଲେ
“ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ” କିମ୍ବା “ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ”
ଏସବୁ
ସେହି ବିଷୟରେ ଯୀଶୁ ଠିକ୍ ପୂର୍ବରୁ କହିଥିଲେ। ଯୀଶୁ ଠିକ୍ ପୂର୍ବରୁ ମନ୍ଦିର ବିନଷ୍ଟ ହେବା ବିଷୟରେ କହିଥିଲେ।
ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ
“ତୁମ୍ଭେମାନେ ମିଥ୍ୟାକୁ ବିଶ୍ୱାସ କର ନାହିଁ”। ଯୀଶୁ ଆପଣା ଶିଷ୍ୟମାନଙ୍କୁ କହୁଥିଲେ। ଏହି ଶବ୍ଦ “ତୁମ୍ଭେମାନେ” ବହୁ ବଚନ ଅଟେ। (ଦେଖନ୍ତୁ: ତୁମ୍ଭେମାନେ ର ପ୍ରକାର)
ମୋ' ନାମରେ
ଏହା ଏହିପରି ଅନୁବାଦ କରାଯାଇପାରେ “ମୁଁ ବୋଲି ଦାବି କରିବେ” କିମ୍ବା “ମୋ' ଅଧିକାର ସେମାନଙ୍କ ଠାରେ ଅଛି ବୋଲି ଦାବି କରିବେ”।
ଯୁଗାନ୍ତ
“ଜଗତର ଶେଷ” କିମ୍ବା “ପ୍ରତ୍ୟେକ ବିଷୟର ଶେଷ”
ତତ୍କ୍ଷଣାତ୍ ଯୁଗାନ୍ତ ହେବ ନାହିଁ
“ଯୁଦ୍ଧ ଓ ବିପ୍ଲବ ପରେ ତତ୍କ୍ଷଣାତ୍ ଯୁଗାନ୍ତ ହେବ ନାହିଁ”। ଏହି ନାମ “ଯୁଗାନ୍ତ” କ୍ରିୟାରେ ଅନୁବାଦ କରାଯାଇପାରେ: “ସେହି ସମସ୍ତ ବିଷୟ ଘଟିବା ପରେ ତତ୍କ୍ଷଣାତ୍ ଜଗତର ଶେଷ ହେବ ନାହିଁ”।