Door43-Catalog_or_tn/LUK/20/27.md

11 lines
1.4 KiB
Markdown

# ପୁନରୁତ୍‌ଥାନ ନାସ୍ତି କରୁଥିବା କେତେକ
ଏହି ବାକ୍ୟାଂଶ ସାଦ୍ଦୂକୀମାନଙ୍କୁ ଚିହ୍ନିତ କରେ, ସେମାନେ ଯିହୁଦୀମାନଙ୍କ ମଧ୍ୟରୁ ଏପରି ଏକ ଦଳର ଲୋକ ଅଟନ୍ତି ଯେଉଁମାନେ କହନ୍ତି ମୃତମାନଙ୍କ ମଧ୍ୟରୁ କେହି ଉଠନ୍ତି ନାହିଁ। ଏହା ସ୍ପଷ୍ଟ କରେ ନାହିଁ ଯେ କେତେକ ସାଦ୍ଦୁକୀ ପୁନରୁତ୍‌ଥାନ ବିଶ୍ୱାସ କରନ୍ତି ଓ କେତେକ କରନ୍ତି ନାହିଁ।
# ଯଦି କୌଣସି ଲୋକର ଭାଇ ଭାର୍ଯ୍ୟା ଥାଉ ଥାଉ ନିଃସନ୍ତାନ ହୋଇ ମରେ
“ଯଦି କୌଣସି ଲୋକ ମରେ ଯେବେ ତାହାର ଭାର୍ଯ୍ୟା ଅଛି କିନ୍ତୁ ସନ୍ତାନ ନହିଁ”
# ଆଉ ନିଃସନ୍ତାନ ଅଟେ
“କିନ୍ତୁ ସନ୍ତାନ ନାହିଁ”
# ସେହି ଲୋକ ଆପଣା ଭାଇର ଭାର୍ଯ୍ୟାକୁ ଗ୍ରହଣ କରିବା ଉଚିତ୍
“ସେହି ଲୋକ ଆପଣା ମୃତ ଭାଇର ଭାର୍ଯ୍ୟାକୁ ବିବାହ କରିବା ଉଚିତ୍”