858 B
858 B
(ଯୀଶୁ ଆପଣା ଦୃଷ୍ଟାନ୍ତ ଦେଇ ଆସୁଅଛନ୍ତି।)
ଲଜ୍ଜାଜନକ ଭାବରେ ବ୍ୟବହାର କଲେ
“ତାହାକୁ ଅପମାନ ଦେଲେ”
ତାହାକୁ କ୍ଷତବିକ୍ଷତ କଲେ
“ତାହାକୁ କ୍ଷତିଗ୍ରସ୍ତ କଲେ”
ତୃତୀୟ ଜଣକୁ ମଧ୍ୟ
“ତୃତୀୟ ଦାସକୁ ସୁଦ୍ଧା”। ଏହି ଶବ୍ଦ “ମଧ୍ୟ” ଏହି ସତ୍ୟକୁ ସୂଚିତ କରେ ଯେ, ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଦ୍ୱିତୀୟ ଦାସକୁ ପଠାଇବା ଉଚିତ୍ ନ ଥିଲା, କିନ୍ତୁ ତାହା ଛଡା ସେ ତୃତୀୟ ଦାସକୁ ମଧ୍ୟ ପଠାଇଲେ।