1.4 KiB
1.4 KiB
ଆଉ ସେମାନେ ଏହିସବୁ ବିଷୟ କିଛି ବୁଝିଲେ ନାହିଁ
“ଆଉ ସେମାନେ ଏହିସବୁ ବିଷୟ ମଧ୍ୟରୁ କିଛି ବୁଝିଲେ ନାହିଁ”
ଏହିସବୁ ବିଷୟ
ଏହା ଯୀଶୁଙ୍କ ବର୍ଣ୍ଣନାକୁ ଦର୍ଶାଏ ଯାହା, ସେ କିପରି ଯିରୁଶାଲମରେ ଦୁଃଖଭୋଗ ଓ ମୃତ୍ୟୁଭୋଗ କରିବେ, ଆଉ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେବେ।
ଏହି ବାକ୍ୟ ସେମାନଙ୍କଠାରୁ ଗୁପ୍ତ ହୋଇ ରହିଲା
ଏହା ପ୍ରତ୍ୟକ୍ଷ ରୂପେ ବ୍ୟକ୍ତ କରାଯାଇପାରେ: “ସେ ସେମାନଙ୍କୁ ଯାହା କହୁଥିଲେ ତାହାର ଅର୍ଥ ବୁଝିବା ନିମନ୍ତେ ଈଶ୍ୱର ସେମାନଙ୍କୁ ପ୍ରତିରୋଧ କଲେ” (ୟୁଡିବୀ)। (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
ଯାହା ଯାହା କୁହାଯାଉଥିଲା
ଏହା ଏହିପରି ପ୍ରତ୍ୟକ୍ଷ ରୂପରେ ମଧ୍ୟ ଅନୁବାଦ କରାଯାଇପାରେ “ଯୀଶୁ ଯେଉଁ ସବୁ ବିଷୟ କହିଲେ।”