1.3 KiB
1.3 KiB
ସେ ଅତ୍ୟନ୍ତ ଦୁଃଖିତ ହେଲେ
ଏହି ବାକ୍ୟାଂଶ କତେକ ଗ୍ରୀକ୍ ପାଣ୍ଡୁଲିପିରେ ନାହିଁ ତେଣୁ ବେଳେବେଳେ ଇଙ୍ଗରାଜୀ ଅନୁବାଦରେ ମଧ୍ୟ ବାଦ୍ ଦିଆଯାଇଛି।
ସୂଚୀର ଛିଦ୍ର ଦେଇ ଓଟର ପ୍ରବେଶ କରିବା
ଏହା ଅସମ୍ଭବ ଅଟେ ସୂଚୀର ଛିଦ୍ର ଦେଇ ଏକ ଓଟ ପ୍ରବେଶ କରିବା। ଯାହାଫଳରେ, ଏହା ମନେ ହୁଏ ଯେ ଯୀଶୁ ଏକ ଅତ୍ୟୁକ୍ତିକୁ ବ୍ୟବହାର କରୁଛନ୍ତି ଏହା କହିବା ନିମନ୍ତେ “ଏକ ଧନୀ ବ୍ୟକ୍ତି ପରିତ୍ରାଣ ପାଇବା ବହୁତ କଷ୍ଟକର ଅଟେ।” (ଦେଖନ୍ତୁ: ଅତ୍ୟୁକ୍ତି)
ଓଟ
ଏହା ଏକ ବହୁତ ବଡ଼ ପଶୁ, ଗାଇ ଓ ଘୋଡା ଠାରୁ ବଡ଼।
ସୂଚୀର ଛିଦ୍ର
ସୂଚୀର ଛିଦ୍ର ହେଉଛି ସିଲାଇ କରିବା ସୂଚୀ ଏକ ଛିଦ୍ର ଯେଉଁଠାରେ ସୂତା ପାର କରାଯାଏ।