1.9 KiB
1.9 KiB
(ଯୀଶୁ ଆପଣା ଦୃଷ୍ଟାନ୍ତ ଦେଇ ଆସୁଅଛନ୍ତି।)
ତୋହର ଭାଇଟି
ପିତା ବଡ଼ ପୁଅକୁ ସ୍ମରଣ କରାଉଅଛନ୍ତି ଯେ, ଯିଏ ଗୃହକୁ ଏହିକ୍ଷଣି ଫେରିଆସିଲା ସେ ତୋହର ଭାଇ ଅଟେ।
ମୃତ ହୋଇଥିଲା ଓ ବର୍ତ୍ତମାନ ବଞ୍ଚିଲା
ଏହା ଏକ ଉଦାହରଣ ଅଟେ। ପୁତ୍ର ଆପଣା ପରିବାରକୁ ଦୀର୍ଘ କାଳ ନିମନ୍ତେ ପରିତ୍ୟାଗ କରିବା, ସେ ମୃତ ହେବା ସଙ୍ଗେ ତୁଳନା କରାଯାଏ, ଏବଂ ତାହାର ଫେରିବା, ସେ ପୁନର୍ବାର ବଞ୍ଚିବା ସଙ୍ଗେ ତୁଳନା କରାଯାଏ। ଏହା ଏହିପରି ଏକ ଉପମା ରୂପେ ଅନୁବାଦ କରାଯାଇପାରେ ଯେପରି ୟୁଡିବୀରେ ଅଛି। (ଦେଖନ୍ତୁ: ଉଦାହରଣ)
ସେ ହଜିଯାଇଥିଲା ଓ ବର୍ତ୍ତମାନ ମିଳିଲା
ଏହା ଏକ ଉଦାହରଣ ଅଟେ। ସାନ ଭାଇ ଦୀର୍ଘ କାଳ ନିମନ୍ତେ ଆପଣା ପରିବାର ଠାରୁ ଦୂରରେ ଥିବା, ସେ ହଜିଯାଇଥିବା ସଙ୍ଗେ ତୁଳନା କରାଯାଏ। ଆଉ ତାହାର ଗୃହକୁ ଫେରିବା, ସେ ମିଳିବା ସଙ୍ଗେ ତୁଳନା କରାଯାଏ। ଏହା ଏହିପରି ଅନୁବାଦ କରାଯାଇପାରେ “ଏହା ଏହିପରି ଚିନ୍ତା କରିବା ଯେ, ସେ ହଜିଯାଇଥିଲା ଓ ବର୍ତ୍ତମାନ ମିଳିଲା” (ୟୁଡିବୀ) କିମ୍ବା “ସେ ହଜିଯାଇଥିଲା ଓ ପୁନର୍ବାର ଗୃହକୁ ଫେରିଲା”