1.5 KiB
1.5 KiB
(ଯୀଶୁ ଆପଣା ଦୃଷ୍ଟାନ୍ତ ଦେଇ ଆସୁଅଛନ୍ତି।)
ସବୁ ଏକାଠି କରି
“ତାହାର ସମସ୍ତ ଜିନିଷ ଏକାଠି କରି” କିମ୍ବା “ତାହାର ସମସ୍ତ ଜିନିଷ ତାହାର ଥଳିରେ ରଖି”
ଅସଭ୍ୟ ଅପବ୍ୟୟ ଜୀବନ ସହ
ଏହା ଏହିପରି ଅନୁବାଦ କରାଯାଇପାରେ “ଯାହା ତାହାର ଆବଶ୍ୟକ ନାହିଁ ଏହିପରି ବିଷୟରେ ଆପଣାର ସମସ୍ତ ଅର୍ଥ ବ୍ୟୟ କରିବା ଦ୍ଵାରା।”
ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିଲା
“ସେଠାରେ ଏକ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା” (ୟୁଡିବୀ) କିମ୍ବା “ସେଠାରେ ଯଥେଷ୍ଟ ଖାଦ୍ୟ ନ ଥିଲା”
ଦୁର୍ଭିକ୍ଷ
ଏକ ଦୁର୍ଭିକ୍ଷ ହେଉଛି, ସେହି ସମୟ ଯେତେବେଳେ ସେଠାରେ ଅଳ୍ପ ଖାଦ୍ୟ ଥାଏ। ବେଳେବେଳେ ଅଳ୍ପ ବର୍ଷା ଯୋଗୁଁ ଶଷ୍ୟ ଉତ୍ପାଦନ ଭଲ ଭାବେ ନ ହେବାର ପରିଣାମ ଅଟେ।
ଅଭାବ ହେବାକୁ ଲାଗିଲା
“ତାହାର ଯାହା ଆବଶ୍ୟକ ତାହା ଅଭାବ ହେଲା” କିମ୍ବା “ଯଥେଷ୍ଟ ନ ଥିବା”