Door43-Catalog_or_tn/LUK/14/21.md

974 B

(ଯୀଶୁ ଆପଣା ଦୃଷ୍ଟାନ୍ତ ଦେଇ ଆସୁଅଛନ୍ତି।)

କ୍ରୋଧାନ୍ୱିତ ହୋଇ

“ସେ ନିମନ୍ତ୍ରଣ କରିଥିବା ଲୋକମାନଙ୍କ ପ୍ରତି କ୍ରୋଧାନ୍ୱିତ ହୋଇ”

ସେହି ଦାସ କହିଲା

ଏହି ଅବ୍ୟକ୍ତ ସୂଚନାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯିବା ଆବଶ୍ୟକ ହୋଇପାରେ ଯେ, ସେହି ଦାସର ପ୍ରଭୁ ତାହାକୁ ଯେଉଁ ଆଦେଶ ଦେଇଥିଲା ତାହା ସେ କଲା ଯେପରି ୟୁଡିବୀରେ ଅଛି: “ସେହି ଦାସ ବାହାରି ଯାଇ ସେହି କାର୍ଯ୍ୟ କଲା ପରେ, ସେ ଫେରି ଆସିଲା ଓ କହିଲା।” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)