Door43-Catalog_or_tn/LUK/12/45.md

1.6 KiB

(ଯୀଶୁ ଆପଣା ଶିଷ୍ୟମାନଙ୍କୁ ଏକ ଦୃଷ୍ଟାନ୍ତ ଦେଇ ଆସୁଅଛନ୍ତି)

ସେହି ଦାସ

ଏହା ସେହି ଦାସକୁ ଦର୍ଶାଏ ଯାହାର ପ୍ରଭୁ ତାହାକୁ ଅନ୍ୟ ଦାସମାନଙ୍କର ଦାୟିତ୍ଵରେ ରଖିବେ।

ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି

ଏହା ଏହିପରି ଅନୁବାଦ କରାଯାଇପାରେ “ମୋହର ପ୍ରଭୁ ଶୀଘ୍ର ଆସିବେ ନାହିଁ।”

ଦାସଦାସୀମାନେ

ଏହି ଶବ୍ଦ ଯାହା ଏହିପରି ଅନୁବାଦ କରାଯାଇଛି “ଦାସ ଓ ଦାସୀମାନେ” ସାଧାରଣତଃ ଏହିପରି ଅନୁବାଦ କଲେa “ବାଳକମାନେ” ଏବଂ “ବାଳିକାମାନେ”। ତାହା ଇଙ୍ଗିତ କରିପାରେ ଯାହା ସେହି ଦାସଦାସୀମାନେ ଯୁବା ଥିଲେ ବା ସେମାନେ ଆପଣା ପ୍ରଭୁଙ୍କର ପ୍ରିୟ ଥିଲେ।

ଅବିଶ୍ୱସ୍ତମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ

“ଅବିଶ୍ୱସ୍ତ ଲୋକମାନଙ୍କ ସହିତ ତାହାକୁ ରଖିବେ” କିମ୍ବା “ତାହାକୁ ସେହି ସ୍ଥାନରେ ପଠାଇବେ ଯେଉଁ ସ୍ଥାନରେ ସେ ଅବିଶ୍ୱସ୍ତମାନଙ୍କୁ ପଠାନ୍ତି”