Door43-Catalog_or_tn/LUK/12/29.md

1.1 KiB

(ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେଇ ଆସୁଅଛନ୍ତି)

ପୁଣି, କଅଣ ଖାଇବ ଓ କଅଣ ପିଇବ, ତାହା ତୁମ୍ଭେମାନେ ଖୋଜି ବୁଲ ନାହିଁ

“ତୁମ୍ଭେମାନେ କଅଣ ଖାଇବ ଓ କଅଣ ପିଇବ ତାହାକୁ ଧ୍ୟାନ ନାହିଁ” କିମ୍ବା “ଅଧିକ ଖାଇବା ବା ଅଧିକ ପିଇବାକୁ ଅଧିକ ଅଭିଳାଷୀ ହୁଅ ନାହିଁ”

ଜଗତର ସମସ୍ତ ଜାତି

ଏହା ଏହିପରି ଅନୁବାଦ କରାଯାଇପାରେ “ବିଜାତିୟ ସମସ୍ତ ଲୋକ” କିମ୍ବା “ଜଗତର ଅବିଶ୍ୱାସୀ ସମସ୍ତେ”। “ସମସ୍ତ ଜାତି” ଏହା ଏଠାରେ ଏକ ଲାକ୍ଷଣିକ ଶବ୍ଦ ଅଟେ “ଅବିଶ୍ୱାସୀମାନେ” ନିମନ୍ତେ।” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)