Door43-Catalog_or_tn/LUK/12/04.md

1.3 KiB

(ଯୀଶୁ ଆପଣା ଶିଷ୍ୟମାନଙ୍କୁ କହି ଆସୁଅଛନ୍ତି।)

ମାତ୍ର ତାହା ପରେ ଆଉ କିଛି କରି ପାରନ୍ତି ନାହିଁ

“ସେମାନେ କିଛି କରି ପାରିବେ ନାହିଁ” କିମ୍ବା “ସେମାନେ କୌଣସି କ୍ଷତି କରି ପାରିବେ ନାହିଁ ” କିମ୍ବା “ସେମାନେ ତୁମ୍ଭମାନଙ୍କୁ ଆଉ ଅଧିକ ଯନ୍ତ୍ରଣା ଦେଇ ପାରିବେ ନାହି”

ତାହାଙ୍କୁ ଭୟ କର ଯିଏ

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ଈଶ୍ୱରଙ୍କୁ ଭୟ କର ଯିଏ” କିମ୍ବା “ଈଶ୍ୱରଙ୍କୁ ଭୟ କର, କାରଣ”

ସେ ବଧ କଲା ପରେ

“ସେ ତୁମ୍ଭକୁ ବଧ କଲା ପରେ” କିମ୍ବା “ସେ ଜଣକୁ ବଧ କଲା ପରେ”

ତୁମ୍ଭକୁ ନରକରେ ନିକ୍ଷେପ କରିବାର ଅଧିକାର ଅଛି

ଏହା ଏହିପରି ଅନୁବାଦ କରାଯାଇପାରେ “ଲୋକମାନଙ୍କୁ ନରକରେ ନିକ୍ଷେପ କରିବାର ଅଧିକାର ଅଛି।”