1.6 KiB
1.6 KiB
ତୁମ୍ଭେମାନେ ମନୁଷ୍ୟମାନଙ୍କ ଉପରେ ଦୁର୍ବହ ଭାର ଲଦୁଥାଅ
“ମନୁଷ୍ୟମାନେ ବହନ କରିବା ନିମନ୍ତେ ସେମାନଙ୍କ ଉପରେ ତୁମ୍ଭେମାନେ ଅତ୍ୟଧିକ ଭାର ଲଦୁଥାଅ।” ଏହା ଏକ ଉଦାହରଣ ଅଟେ ଯେଉଁଠାରେ ଲୋକମାନଙ୍କୁ ଅନେକ ନିୟମ ଦେବା ହେଉଛି ବହନ କରିବା ନିମନ୍ତେ ସେମାନଙ୍କୁ ଓଜନିୟା ଜିନିଷ ଦେବା ସଦୃଶ୍ୟ ଅଟେ। ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେମାନେ ମନୁଷ୍ୟମାନଙ୍କୁ ଅତ୍ୟଧିକ ନିୟମ ପାଳନ କରିବାର ଭାର ଲଦୁଥାଅ।” (ଦେଖନ୍ତୁ: ଉଦାହରଣ)
କିନ୍ତୁ ନିଜେ ଗୋଟିଏ ଆଙ୍ଗୁଳି ଦେଇ ତାହା ସ୍ପର୍ଶ କରୁ ନ ଥାଅ
“କିନ୍ତୁ ତୁମ୍ଭେ ନିଜର ଗୋଟିଏ ଆଙ୍ଗୁଳିରେ ମଧ୍ୟ ଭାର ବହନ କରିବା ନିମନ୍ତେ ସେମାନଙ୍କୁ ସାହାଯ୍ୟ କରୁ ନ ଥାଅ।” ଏହାର ଅର୍ଥ “କିନ୍ତୁ ତୁମ୍ଭେ କୌଣସି ବିଷୟ ନ କରି ଆପଣା ନିୟମ ପାଳନ କରିବା ନିମନ୍ତେ ସେମାନଙ୍କୁ ସାହାଯ୍ୟ କରୁ ନ ଥାଅ।”