Door43-Catalog_or_tn/LUK/11/24.md

2.1 KiB

(ଯୀଶୁ ଲୋକସମୂହକୁ ଦୁଷ୍ଟାତ୍ମା ବିଷୟରେ କହି ଆସୁଅଛନ୍ତି।)

ଜଳଶୂନ୍ୟ ସ୍ଥାନସବୁ

ଏହା “ପରିତ୍ୟକ୍ତ ସ୍ଥାନସବୁ” କୁ ଦର୍ଶାଏ (ୟୁଡିବୀ) ଯେଉଁଠାରେ ଅଶୁଚି ଆତ୍ମାମାନେ ଭ୍ରମଣ କରନ୍ତି।

ଆଉ ତାହା ନ ପାଇ

“ଯଦି ସେହି ଆତ୍ମା ବିଶ୍ରାମ କରିବା ନିମନ୍ତେ ସ୍ଥାନ ପାଏ ନାହିଁ”

ମୋର ଯେଉଁ ଘରୁ ମୁଁ ବାହାରିଆସିଥିଲି

ଏହା ଏକ ଉଦାହରଣ ଅଟେ ଯାହା ଏକ ବ୍ୟକ୍ତି ସେଠାରେ ବାସ କରିବା ନିମନ୍ତେ ବ୍ୟବହାର କରେ ତାହାକୁ ଦର୍ଶାଏ। ଏହା ଏହିପରି ଅନୁବାଦ କରାଯାଇପାରେ “ସେହି ବ୍ୟକ୍ତି ଯାହାକୁ ମୁଁ ବାସ କରିବା ନିମନ୍ତେ ବ୍ୟବହାର କଲି!” (ୟୁଡିବୀ) ୟୁଡିବୀ ଏହାକୁ ଅନୁବାଦ କରେ ପଦ ୨୬ ରେ ଏକ ଉପମା ରୂପେ (ଦେଖନ୍ତୁ: ଉଦାହରଣ)

ତାହା ମାର୍ଜ୍ଜିତ ଓ ସୁଶୋଭୀତ ଦେଖେ

ଏହା ଏହିପରି ପ୍ରତ୍ୟକ୍ଷ କ୍ରିୟାରେ ଅନୁବାଦ କରାଯାଇପାରେ: “କେହିଜଣେ ସେହି ଗୃହକୁ ଝାଡୁକରି ପରିଷ୍କାର କରିଅଛି ଓ ସମସ୍ତ ଜିନିଷ ସୁଶୋଭୀତ ରଖିଅଛି” (ଦେଖନ୍ତୁ ପ୍ରତ୍ୟକ୍ଷ ବା ପରୋକ୍ଷ)

ଝାଡୁକରି

“ଖାଲି” ଏହି ଉଦାହରଣ, ଯେଉଁ ବ୍ୟକ୍ତି ଦୁଷ୍ଟାତ୍ମା ଯିବା ପରେ ଆପଣା ଜୀବନକୁ ଈଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ କରିନାହାନ୍ତି ସେମାନଙ୍କୁ ଦର୍ଶାଏ।