1.5 KiB
1.5 KiB
ଆଉ ଯୀଶୁ ଉତ୍ତର ଦେଇ କହିଲେ
“ଉତ୍ତରରେ ଯୀଶୁ କହିଲେ”
ଆରେ ଅଳ୍ପବିଶ୍ଵାସୀ ଓ ବିପଥଗାମୀ ବଂଶ
ଏହା ସେଠାରେ ଏକତ୍ରିତ ହୋଇଥିବା ଲୋକସମୂହକୁ ସମ୍ବୋଧନ କରିଥିଲେ, ଆଉ ଶିଷ୍ୟମାନଙ୍କୁ ନୁହେଁ।
କେତେକାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି?
ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ। ଯୀଶୁ ଉତ୍ତର ଆଶା କରୁ ନ ଥିଲେ। ଏହାର ଅର୍ଥ ହେଲା “ମୁଁ ଅତ୍ୟଧିକ କାର୍ଯ୍ୟ କରିଅଛି କିନ୍ତୁ ଏପର୍ଯ୍ୟନ୍ତ ତୁମ୍ଭେମାନେ ବିଶ୍ଵାସ କରୁ ନାହଁ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
ତୁମ୍ଭର ପୁଅକୁ ଏଠିକି ଘେନିଆସ
ଏଠାରେ ଯୀଶୁ ସିଧାସଳଖ ଭାବରେ ପିତାକୁ କହିଲେ ଯିଏ ତାହାଙ୍କୁ ସମ୍ବୋଧନ କରିଥିଲା।
ସେ ଆସୁ ଆସୁ
“ଆପଣା ପଥରେ” କିମ୍ବା “ପଥରେ”
ଧମକ ଦେଲେ
“କଠୋର ଭାବରେ କହିଲେ”