1.4 KiB
1.4 KiB
ଯେଉଁମାନେ ପ୍ରେରଣ କରାଯାଇଥିଲେ
“ଦ୍ୱାଦଶ ପ୍ରେରିତ ଯେଉଁମାନଙ୍କୁ ଯୀଶୁ ପ୍ରେରଣ କରିଥିଲେ”
ବାହୁଡିଆସି
“ଯେଉଁଠାରେ ଯୀଶୁ ଥିଲେ ସେଠାକୁ ଫେରିଆସି”
ସେମାନେ ତାହାଙ୍କ ନିକଟରେ ବର୍ଣ୍ଣନା କଲେ
“ପ୍ରେରିତମାନେ ଯୀଶୁଙ୍କ ନିକଟରେ ବର୍ଣ୍ଣନା କଲେ”
ଯାହା ଯାହା ସେମାନେ କରିଥିଲେ ସେହିସବୁ ବିଷୟ
ଏହା ଯେତେବେଳେ ସେମାନେ ଅନ୍ୟ ନଗରକୁ ଯାଇ ଯାହା ଯାହା ସେମାନେ ଶିକ୍ଷା ଦେଲେ ଓ ସୁସ୍ଥ କଲେ ତାହା ବିଷୟରେ ଦର୍ଶାଏ।
ଆଉ, ସେ ସେମାନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ଆପେ ପ୍ରସ୍ଥାନ କଲେ
ଏହା ଏହିପରି ଅନୁବାଦ କରାଯାଇପାରେ “ଆଉ, ସେ ସେମାନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ, ସେମାନେ ଆପଣାମାନେ ପ୍ରସ୍ଥାନ କଲେ” ଯୀଶୁ ଓ ତାହାଙ୍କ ପ୍ରେରିତମାନେ ଆପେ ପ୍ରସ୍ଥାନ କଲେ।