2.3 KiB
2.3 KiB
ସେ ସେମାନଙ୍କୁ କହିଲେ
“ଯୀଶୁ ଦ୍ୱାଦଶଙ୍କୁ କହିଲେ”
କିଛି ହିଁ ନିଅ ନାହିଁ
ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭମାନଙ୍କ ସହିତ କୌଣସି ଜିନିଷ ନିଅ ନାହିଁ” କିମ୍ବା “ତୁମ୍ଭମାନଙ୍କ ସହିତ କୌଣସି ଜିନିଷ ଆଣ ନାହିଁ”
ତୁମ୍ଭମାନଙ୍କର ଯାତ୍ରା ନିମନ୍ତେ
“ତୁମ୍ଭମାନଙ୍କର ଭ୍ରମଣ ନିମନ୍ତେ” କିମ୍ବା “ଯେବେ ତୁମ୍ଭେ ଯାତ୍ରା କର”। ଯେବେ ସେମାନେ ଗ୍ରାମେ ଗ୍ରାମେ ଯିବେ ,ଆଉ ଯୀଶୁଙ୍କ ନିକଟକୁ ପୂନର୍ବାର ଫେରି ଆସିବେ, ସେପର୍ଯ୍ୟନ୍ତ ସେମାନଙ୍କ ସମ୍ପୂର୍ଣ୍ଣ ଯାତ୍ରା ନିମନ୍ତେ ସେମାନେ କୌଣସି ଜିନିଷ ନେବେ ନାହିଁ।
ବାଡି
“ଛଡ଼” କିମ୍ବା “ଚାଲିବା ବାଡି”। ବାଡି ଏକ ଲମ୍ବା ବାଡି ଥିଲା ଯାହା, ଯେତେବେଳେ ଉପରକୁ ଚଢୁଥିଲେ ବା ଅସମତଳ ଭୂମିରେ ଚାଲୁଥିଲେ ଆପଣାକୁ ସନ୍ତୁଳନ କରିବା ନିମନ୍ତେ ଏହା ବ୍ୟବହାର କରୁଥିଲେ। ଏହା ଆକ୍ରମଣକାରୀଙ୍କ ବିରୁଦ୍ଧରେ ଆତ୍ମରକ୍ଷା ନିମନ୍ତେ ମଧ୍ୟ ବ୍ୟବହାର କରାଯାଉଥିଲା।
ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ
“କୌଣସି ଗୃହରେ ତୁମ୍ଭେମାନେ ପ୍ରବେଶ କର”
ସେଠାରେ ରୁହ
“ସେହି ସ୍ଥାନରେ ରୁହ” କିମ୍ବା “ଅତିଥି ରୂପେ ଅସ୍ଥାୟୀ ଭାବରେ ସେହି ଗୃହରେ ବାସ କର”
ସେସ୍ଥାନରୁ
“ସେହି ନଗରରୁ” କିମ୍ବା “ସେହି ଅଞ୍ଚଳରୁ”