1.5 KiB
1.5 KiB
ମୁଁ ତୁମ୍ଭମାନଙ୍କୁ କହୁଅଛି
ଯୀଶୁ ସେମାନଙ୍କୁ କହିବାକୁ ଯାଉଥିବା ଆଶ୍ଚର୍ଯ୍ୟ ବିଷୟକୁ ଗୁରୁତ୍ୱ ଦେବା ନିମନ୍ତେ କହିଲେ।
ଇସ୍ରାଏଲ ମଧ୍ୟରେ ସୁଦ୍ଧା ଏଡ଼େ ବଡ଼ ବିଶ୍ୱାସ ମୁଁ ପାଇନାହିଁ
ଏହି ଅବ୍ୟକ୍ତ ସୂଚ଼ନା, ଯିହୁଦୀ ଲୋକମାନଙ୍କ ଠାରେ ଏହି ପ୍ରକାର ବିଶ୍ୱାସ ଥାଉ ବୋଲି ଯୀଶୁ ଆଶା କରୁଥିଲେ, କିନ୍ତୁ ସେମାନଙ୍କର ନ ଥିଲା। ବିଜାତିମାନଙ୍କ ଠାରେ ଏହି ପ୍ରକାର ବିଶ୍ୱାସ ଥିବା ଯୀଶୁ ଆଶା କରୁ ନ ଥିଲେ, ଯେପରି ଏହି ମନୁଷ୍ୟର ଥିଲା। ତୁମ୍ଭେମାନଙ୍କର ଆବଶ୍ୟକ ହୋଇପାରେ ଏହି ଅବ୍ୟକ୍ତ ସୂଚ଼ନାରେ ସଂଯୁକ୍ତ କରିବା ନିମନ୍ତେ ଯେପରି ୟୁଡିବୀରେ କରାଯାଇଛି। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)
ଯେଉଁମାନଙ୍କୁ ପଠାଯାଇଥିଲା
“ଯେଉଁମାନଙ୍କୁ ରୋମୀ ସରକାରୀ ଅଧିକାରୀ ଯୀଶୁଙ୍କ ନିକଟକୁ ପଠାଇଥିଲେ”