15 lines
2.1 KiB
Markdown
15 lines
2.1 KiB
Markdown
# ଆପଣଙ୍କୁ ଝୁଣ୍ଟିବା ପଥରୁ ରକ୍ଷା କରିବା ପାଇଁ
|
|
ଠିକ୍ ଜଣେ ଯେତେବେଳେ ଚାଲେ ଯାତ୍ରା ପଥରେ ପଥର ଉପରେ ମାଡି ପଡେ, ସେପରି ପାପରେ ଈଶ୍ୱରଙ୍କ ଆଗରେ ଝୁଣ୍ଟି ପଡେ | ଅନ୍ୟ ଭାଷାନ୍ତରରେ :“ତାଙ୍କ ଉପରେ ଭରସା ରଖି ସାହାଯ୍ୟ ଜାରି ରଖିବା |” (ଦେଖ: ତୁଳନାତ୍ମକ)
|
|
|
|
# ଓ ତାଙ୍କ ମହିମାର ଉପସ୍ଥିତିରେ ଆପଣଙ୍କକୁ ରଖାଯିବେ
|
|
ଯାହାଙ୍କର ମହିମା ଉଜ୍ଜଳ ଅଲୋକକୁ ଯେ ତାଙ୍କ ଉତ୍ତମତାକୁ ପ୍ରକାଶକରିବ | ଅନ୍ୟ ଭାଷାନ୍ତରରେ : ଏବଂ ତାଙ୍କ ମହିମାର ଆନନ୍ଦ ଓ ପୂଜା ପାଇଁ ଆପଣଙ୍କୁ ଅନୁମତି ମିଳିବ|”
|
|
|
|
# ଅଧିକ ଖୁସି ବିନା ଦୋଷରେ
|
|
“ ପାପ ବିନା ଏବଂ ମହାନ୍ ଖୁସି କିମ୍ବା ଓ କୌଣସି ପାପ ବିନା ଏବଂ ଆପଣ ଖୁସିରେ ଭରିଯିବେ”
|
|
|
|
# କେବଳ ପରମେଶ୍ୱର ଆମର ଉଦ୍ଧାରକର୍ତ୍ତା, ଯୀଶୁ ଖ୍ରୀଷ୍ଟ ଆମର ପ୍ରଭୁଙ୍କ ମାଧ୍ୟମରେ,
|
|
କେବଳ ପରମେଶ୍ୱର ଉଦ୍ଧାର ଆମକୁ କରନ୍ତି, କାରଣ ଯୀଶୁ ଖ୍ରୀଷ୍ଟ କଣ କଲେ |”
|
|
|
|
# ମହିମା,ଗୌରବ,ପରାକ୍ରମ ଓ କର୍ତ୍ତାପଣ,ଅନାଦିକାଳ, ବର୍ତ୍ତମାନ ଓ ଯୁଗେ ଯୁଗେ ତାହାଙ୍କର |
|
|
ଆମେନ୍
|
|
ପରମେଶ୍ୱର ସର୍ବଦା ଥିଲେ, ଅଛନ୍ତି ଏବଂ ଗୌରବମୟ ଭାବେ ରହିବେ, ସମ୍ପୂର୍ଣ୍ଣ ଅଧିନାୟକତ୍ତ୍ୱ ଏବଂ ସମସ୍ତ ବିଷୟର ପୂର୍ଣ୍ଣ ଅଧିକାର | |