ମରୀୟମ ପିତର ଏବଂ ଯୋହନଙ୍କୁ ଠିକ୍ କହିଥିଲେ ଯେ ଯୀଶୁଙ୍କ ଶରୀର ଘୁଞ୍ଚାଯାଇଥିଲା |
ସରୁ ଲୁଗାସବୁ
ଦେଖନ୍ତୁ କିପରି ତୁମ୍ଭେମାନେ ସରୁ ଲୁଗାସବୁକୁ ୨୦:୫ ରେ ଅନୁବାଦ କଲ |
ଗାମୁଛା
ଗୋଟିଏ ଛୋଟ ଲୁଗା ବ୍ୟବହାରିକ ଭାବେ କାହା ମୁହଁର ଝାଳ ପୋଛିବା ପୁଣି ମଧ୍ୟ ଗୋଟିଏ ମୃତ ବ୍ୟକ୍ତିର ମୁହଁ ଘୋଡାଇବାରେ ବ୍ୟବହାର ହେଲା