“କାହାକୁ ତୁମ୍ଭେମାନେ ଖୋଜୁଅଛ?”
ଏଠାରେ “ସେ” ଶବ୍ଦଟି ମୂଳ ପାଠ୍ୟରେ ଅନୁପସ୍ଥିତ ଅଛି, କିନ୍ତୁ ଏହା ସୂଚିତ ଅଟେ | ବିକଳ୍ପ ଅନୁବାଦଗୁଡିକ: “ମୁଁ ସେହି” ବା “ମୁଁ ସେହି ବ୍ୟକ୍ତି ଅଟେ |”