Door43-Catalog_or_tn/JHN/12/25.md

774 B

ଯେ ଆପଣା ପ୍ରାଣକୁ ପ୍ରିୟଜ୍ଞାନ କରେ, ସେ ତାହା ହରାଇବ; ଆଉ ଯେ ଆପଣା ପ୍ରାଣକୁ ଇହ

ଜଗତରେ ଘୃଣା କରେ, ସେ ତାହା ଅନନ୍ତ ଜୀବନ ନିମନ୍ତେ ରକ୍ଷା କରିବ | ଏଟି: “ଗୋଟିଏ ସେହି ମାର୍ଗରେ, ଯେକେହି ନିଜ ଇଚ୍ଛାକୁ ଭଲ ପାଏ , ସେ ନିଜ ଜୀବନକୁ ବିନଷ୍ଟ କରେ |କିନ୍ତୁ ଯେକେହି ନିଜ ଇଚ୍ଛାକୁ ଅବହେଳା କରେ, କାରଣ ସେ ମୋତେ ସମର୍ପଣ କରେ, ସେ ଈଶ୍ୱରଙ୍କ ସହ ସର୍ବଦା ବାସ କରିବ |”