918 B
918 B
ସତ୍ୟ, ସତ୍ୟ
ଯାହା ତୁମେ ୧:୫୧ ରେ ଅନୁବାଦ କଲ |
ପାପର ଦାସ ଅଟେ
“ ପାପକୁ ଗୋଟିଏ ଦାସ ପରି ଅଟେ |” ଏହା ସୂଚିତ କରେ ଯେ ପାପ ମାନବ ମୂନିବର ଦାସ ଅଟେ |(ଦେଖ: ତୁଳନାତ୍ମକ)
ଗୃହରେ
“ପରିବାରରେ ”
ଯଦି ପୁତ୍ର ତୁମକୁ ମୁକ୍ତ କରନ୍ତି , ତୁମେ ଯଥାର୍ଥରେ ମୁକ୍ତ ହେବ
ସେମାନଙ୍କ ପ୍ରଥାନୁଯାୟୀ ଜ୍ୟୋଷ୍ଠ ପୁତ୍ର ତାଙ୍କ ପରିବାରବର୍ଗଙ୍କୁ ମୁକ୍ତ କରିପାରିବ | ସେହି ପ୍ରକାରେ ଈଶ୍ୱରଙ୍କ ପୁତ୍ର ଲୋକମାନଙ୍କୁ ମୁକ୍ତ କରିପାରନ୍ତି |